ମୃତକ ରାଜସ୍ଥାନର ଇନ୍ଦର ସିଂହ ବୋଲି ଜଣାପଡିଛି । ସକାଳ 8ଟା 20 ମିନିଟରେ ଯବାନ ଜଣଙ୍କ ନିଜ ମୁଣ୍ଡରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପଛର କାରଣ ଜଣାପଡିନାହିଁ।
ଆତ୍ମହତ୍ୟା କଲେ ବିଏସଏଫ୍ ଯବାନ

କୋରାପୁଟ: ନିଜ ବନ୍ଧୁକରୁ ଗୁଳି ଫୁଟାଇ ବିଏସଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଜଳାପୁଟ BSF କ୍ୟାମ୍ପର 15 ନଂ ବାଟାଲିଅନରେ ଏହି ଅଘଟଣ ଘଟିଛି ।
Download Argus News App
