Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଆଜି , କାଲି କୁଆପଥର ବର୍ଷା !
ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି
ଅର୍ଗସ ବ୍ୟୁରୋ : ବିଷ ବଳୟରେ ଘାଣ୍ଟି ହେଉଛି ବାଲେଶ୍ବର ? ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି । ଇଟା ଭାଟି ପ୍ରଦୂଷଣରେ ଆକ୍ତାମାକ୍ତା ଜିଲ୍ଲାବାସୀ । ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ ଯେଉଁଠି ଚାହିଁଲେ ସେଠି ମାଳମାଳ ଇଟାଭାଟି ଦେଖା ଯାଉଛି । ଧୁଳି, ଧୁଆଁରେ ଅଣନିଶ୍ବାସୀ ହେଉଛନ୍ତି ଲୋକେ। ସବୁଠି ଆଇନର ଖୁଲମଖୁଲା ଉଲ୍ଲଂଘନ ହେଉଛି । ଆଉ ସବୁ ଦେଖି ଚୁପ ବସିଛି ପ୍ରଶାସ
ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ପୋଲିସ୍
ଅର୍ଗସ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଚୋରା ଗଞ୍ଜେଇ ଚାଲାଣ । ପୋଲିସ ହାତରେ ଲାଗୁଛି ପୁଳା ପୁଳା ଗଞ୍ଜେଇ । କୋଉଠୁ ଏ ସବୁ ଗଞ୍ଜେଇ ଆସୁଛି ତାକୁ ନେଇ ଖୋଳ ତାଡ଼ ଆରମ୍ଭ କରିଛି ପୋଲିସ । ଆଜି ତୁଷୁରା ଅବକାରୀ ବିଭାଗ ଚଢ଼ଉ କରି ଜାମୁଟ ନିକଟରୁ ଗଞ୍ଜେଇ ଜବତ କରିବା ସହ ୨ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ଥାନା ଘୁଡାବାହାଲି