ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଏହିଭଳି ଭାବରେ ନିତିଦିନ ଚୋରି ହେଉଛି। ହେଲେ ପୋଲିସ କୌଣସି ଦୃମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: CCTVରେ ବୁଲେଟ୍ ଚୋରିର ଲାଇଭ୍ ଦୃଶ୍ୟ । ଏୟରପୋର୍ଟ ଥାନା ଅଧିନ ପୋଖରୀପୁଟ ଅଞ୍ଚଳରୁ ବିଳମ୍ବିତ ରାତ୍ରିରେ ଏହି ଚୋରି ହୋଇଛି। ଘର ସାମ୍ନାରୁ ବୁଲେଟ୍ ଚୋରୀ କରିନେଲେ 3 ଦୁବୃର୍ତ୍ତ । 3 ଜଣ ଲୁଟେରା ବୁଲେଟ୍ ଚୋରି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏନେଇ ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ କିନ୍ତୁ ଦୁର୍ବୃତ୍ତଙ୍କ ପତ୍ତା ପାଇନି ।
ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଏହିଭଳି ଭାବରେ ନିତିଦିନ ଚୋରି ହେଉଛି। ହେଲେ ପୋଲିସ କୌଣସି ଦୃମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।