ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
୬ ଟି ସ୍ଥାନରେ ନୋ ବାଥ ଜୋନ

ଅର୍ଗସ ବ୍ୟୁରୋ : ବୁର୍ଲାରେ ହୋଲି ପାଇଁ ନୋ ବାଥ ଜୋନ୍ ଘୋଷଣା । ଏସପିଙ୍କ ନିର୍ଦ୍ଧେଶ କ୍ରମେ ଘୋଷଣା କଲା ବୁର୍ଲା ପୋଲିସ l 6 ଟି ସ୍ଥାନରେ ନୋ ବାଥ ଜୋନ l ବୁର୍ଲାର ଝଙ୍କରାଣୀ ମନ୍ଦିର, ଅଠର ହଜ଼ାର, ସାଇଫୋନ, ହୀରାକୁଦ ଡ଼ାଇକ ଅଞ୍ଚଳ, ଜ଼ିରୋ ପୋଏଣ୍ଟ ଓ ପାୱାର ଚେନାଲରେ ଲାଗିଲା କଟକଣା l ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଛି l ବିଭିନ୍ନ ଗାଧୁଆ ଘାଟରେ ରହିବେ ପୋଲିସ ଓ ଅଗ୍ନିଶମ କର୍ମଚାରୀ l
Download Argus News App
