ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ।
ବୁର୍ଲା ଫାୟାର ଷ୍ଟେସନ ସଟଡାଉନ

ବୁର୍ଲା : ବୁର୍ଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ୍ ଆସିବା ପରେ ଅଗ୍ନିଶମ ବିଭାଗକୁ ସଟଡାଉନ କରାଯାଇଛି। ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହା ସହ ବୁର୍ଲା ଷ୍ଟେସନର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ କ୍ଵାରେଣ୍ଚାଇନକୁ ପଠାଇ ଦିଆଯାଇଛି।
କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଅଗ୍ନିଶମ ବିଭାଗର କର୍ମଚାରୀ ଜଣଙ୍କ ପଶ୍ଚିମବଙ୍ଗରୁ ବାତ୍ୟା ଅମ୍ପାନ ପୁନରୁଦ୍ଧାର ସାରି ଫେରିଥିଲେ। ସେ ଭୁବନେଶ୍ଵରରେ କ୍ଵାରେଣ୍ଚାଇନରେ ରହିବା ବେଳେ ଦୁଇଥର ନେଗେଟିଭ୍ ଆସିବା ପରେ ଗତ ଜୁଲାଇ ୪ ତାରିଖରେ ବୁର୍ଲାରେ ଡ୍ୟୁଟିରେ ଯୋଗ ଦେଇଥିଲେ। ବର୍ତ୍ତମାନ କର୍ମଚାରୀ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଭାଗର ଅକଲ ଗୁଡୁମ ହୋଇଯାଇଛି।
ଆଜିଠୁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ । ଆଜିଠୁ ଦୁଇ ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ସିନ୍ଦେ । ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ବିଜେପି ଓ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁ
Download Argus News App
