ଅଧିକ ପଢନ୍ତୁ: ସଟସର୍କିଟରୁ ଘଟିଲା ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡରେ ଜଳିଗଲା ଗାଁର ରାଜେନ୍ଦ୍ର ମଲ୍ଲିକ ଓ ଯୁଧିଷ୍ଠିର ମଲ୍ଲିକଙ୍କ 6 ବଖରା ଘର। ସବୁକିଛି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ଯାଇ ୩ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ତେବେ ଅଗ୍ନିକାଣ୍ଡ କାରଣରୁ ସବୁକିଛି ଜଳିପୋଡି ପାଉଁସ ହୋଇଯାଇଥିବାବେଳେ ଗ୍ରାମବାସୀ ସହାୟତା ପାଇଁ ନିବେଦନ କରିଛନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ