ଅଧିକ ପଢନ୍ତୁ: ଜଳୁଥିବା ଜଙ୍ଗଲ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ
ଖରା ଦିନ ଆରମ୍ଭ ହେଉଣୁ ଜଙ୍ଗଲ ନିଆଁ ବନ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କଲାଣି। ପ୍ରତ୍ୟେକ ବର୍ଷ ଢ଼େଙ୍କାନାଳ ଜିଲ୍ଲାରେ ବିଭିନ୍ନ ପାହାଡ଼ ଜଙ୍ଗଲ ମାନଙ୍କରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଥାଏ। ଯାହାଦ୍ଵାରା ବହୁମୂଲ୍ୟ ଗଛ ଗୁଡ଼ିକ ନଷ୍ଟ ହେବା ସହ ଅନେକ ବନ୍ୟଜନ୍ତୁ ମୃତ୍ୟୁ ବରଣ କରିଥାନ୍ତି। ଆଗାମୀ ଦିନରେ ବନ ବିଭାଗ ଏ ଦିଗରେ ତତ୍ପରତା ସହ କାର୍ଯ୍ୟ କରିବାର କରିବାର ଆବଶ୍ୟକତା ରହିଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ