ଘଟଣା ସ୍ଥଳରେ ପାଳଲହଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏକା ଥରକେ ଗୋଟିଏ ଗାଁରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିବାକୁ ନେଇଁ ଗ୍ରାମବାସୀ ସନ୍ଦେହ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇଁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଅଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପାଳଲହଡା ପୋଲିସ ଓ ତହସିଲଦାର ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।