ଅଧିକ ପଢନ୍ତୁ : ଦୁର୍ଘଟଣା ସତେ ଯେମିତି ଯମ ଦଉଡି ଭଳି ଭିଡି ନେଉଛି ମଣିଷର ଜୀବନ
ଘରୋଇ ବସ ମାଲିକଙ୍କ ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ରାଉରକେଲା ଯିବା ବେଳେ ଘଟିଛି ଦୁର୍ଘଟଣା । ଆହତକୁ rgh ଓ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରାଉରକେଲା : ରାଉରକେଲା ଚାନ୍ଦିପୋଷରେ ମର୍ମନ୍ତୁଦ ଦୁର୍ଘଟଣା । ହାଇୱକୁ ଧକ୍କା ଦେଇ ଓଲଟିଲା ବସ୍, ୨ ଜଣଙ୍କ ମୃତ୍ୟୁ ହୋଇଛି । ୨୬ ଜଣ ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।