ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ଓଲଟିଲା ବସ, 40 ଆହତ

କଳାହାଣ୍ଡି: କଳାହାଣ୍ଡିରେ ବସ ଓଲଟି 40 ଜଣ ଆହତ ହୋଇଛନ୍ତି। 40 ଜଣଙ୍କ ମଧ୍ୟରୁ 20 ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଧର୍ମଗଡରୁ ହାଇଦ୍ରାବାଦ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କୋକସରା ନିକଟ ବଡ କେନ୍ଦୁଗୁଡାଠାରେ ଏହି ଦୁର୍ଘଟଣା ଘଟିଛି।
Download Argus News App
