ବସଟି ସମ୍ପୂର୍ଣ୍ଣ ଭାବେ ଡିଭାଇଡରକୁ ପିଟି ଦେଇଛି। ଯାହା ଫଳରେ ବସର ଆଗ ପାଖ ଭାଙ୍ଗିଯାଇଛି। ହେଲେ କାହାର କିଛି ହୋଇନଥିବା ଜଣାପଡିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ମହର୍ଷି କଲେଜ ସମ୍ମୁଖରେ ବସ୍ ଦୁର୍ଘଟଣା । ବସ୍ରେ କେହି ଯାତ୍ରୀ ନ ଥିବା ବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆକ୍ସିଡେଣ୍ଟ ଯୋଗୁ ଟ୍ରାଫିକ ଜାମ ହୋଇଛି । ବସ୍ରେ ଡ୍ରାଇଭର ଓ ହେଲପର ଦୁଇ ଜଣ ଥିଲେ । ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ବସଟି ସମ୍ପୂର୍ଣ୍ଣ ଭାବେ ଡିଭାଇଡରକୁ ପିଟି ଦେଇଛି। ଯାହା ଫଳରେ ବସର ଆଗ ପାଖ ଭାଙ୍ଗିଯାଇଛି। ହେଲେ କାହାର କିଛି ହୋଇନଥିବା ଜଣାପଡିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।