ହାଇଦର ଫେରାର ପଛରେ ରହିଛି ବଡ ଷଡଯନ୍ତ୍ର....
ଭୁବନେଶ୍ଵର: ରାଜ୍ୟରେ ବସ ଭଡା ବୃଦ୍ଧି ପାଇଛି। ଅର୍ଡିନାରୀ ବସ ଭଡା କିଲୋମିଟର ପିଛା ୭୩ ପଇସାରୁ ୭୪ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ ବସ ଭଡା ୭୬ ପଇସାରୁ ୭୭ ପଇସା ହୋଇଥିବା ବେଳେ ଡିଲକ୍ସ ବସ ଭଡା କିଲୋମିଟର ପିଛା ବଢି ୧୦୭ରୁ ୧୦୯ ପଇସାକୁ ବୃଦ୍ଧି ହୋଇଛି । ଏସି ଡିଲକ୍ସ ବସ ଭଡା ୧୨୯ ପଇସାରୁ ୧୩୧ ପଇସା ବୃଦ୍ଧି ହୋଇଛି।
କରୋନା ସମୟରେ ବସରେ ଯାତାୟାତ କମ ହୋଇ ଯାଇଛି। ବସ ଭଡାରେ ବୃଦ୍ଧି ସଧାରଣ ଯାତ୍ରୀମାନଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି।