ତେଣୁ ପଦମପୁରର ବିଭିନ୍ନ ଅଞ୍ଚଳରେ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳିବ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସବୁ ଦଳ ପ୍ରାଣପଣେ ଉଦ୍ୟମ କରିବେ ।
ରାଜନୀତି ଖବର ଆହୁରି ପଢନ୍ତୁ ।
ଅର୍ଗସ ବ୍ୟୁରୋ: ପଦମପୁର ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଆଜି ଜୀ ଜାନ୍ ଲଗାଇବେ ଦିନି ପ୍ରମୁଖ ଦଳ । ଧୂଆଁଧାର୍ କ୍ୟାମ୍ପେନ, ଧୂଳିଉଡ଼ା ପ୍ରଚାର ହେବ । ବିଜୟବାନା ଉଡ଼ାଇବାକୁ ଧୁମ୍ ପରିଶ୍ରମ କରିବେ ରାଜନୈତିକ ଦଳ । ମୈଦାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ନେତାଙ୍କ ପାଖରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାତ୍ର କେଇ ଘଣ୍ଟା ସମୟ ରହିଛି।
ତେଣୁ ପଦମପୁରର ବିଭିନ୍ନ ଅଞ୍ଚଳରେ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳିବ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସବୁ ଦଳ ପ୍ରାଣପଣେ ଉଦ୍ୟମ କରିବେ ।
ରାଜନୀତି ଖବର ଆହୁରି ପଢନ୍ତୁ ।