ନିୟମ ଉଲ୍ଲଙ୍ଘନ କରିବାରୁ ସିଲ୍ ହେଲା ଆର୍ମି ଓ ପୋଲିସ କ୍ୟାଣ୍ଟିନ
କଟକ: କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ କଟକରେ ସିଲ୍ ହେଲା ଦୁଇଟି କ୍ୟାଣ୍ଟିନ । କଟକ ସ୍ଥିତ କ୍ୟାଣ୍ଟନମେଣ୍ଟ ରୋଡ଼ରେ ଥିବା ଦୁଇଟି କ୍ୟାଣ୍ଟିନକୁ ସିଲ୍ କଲା ସିଏମସି ଏନଫୋର୍ସ ଟିମ୍ । ଆର୍ମି ଓ ପୋଲିସ କ୍ୟାଣ୍ଟିନକୁ ମଧ୍ୟ ସିଲ କରାଯାଇଛି । କରୋନା ଚେନକୁ ବ୍ରେକ କରିବା ପାଇଁ ସରକାର ପ୍ରୟାସ କରୁଥିବା ବେଳେ କଟକଣାକୁ ଉଲଂଘନ କରାଯାଇଥିବାରୁ ଆଜି ଏହି ଦୁଇଟି କ୍ୟାଣ୍ଟିନକୁ ସିଲ କରାଯାଇଛି ।
Download Argus News App
