ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଦୁର୍ଘଟଣାର ଛାତି ଥରା ଦୃଶ୍ୟ

ବ୍ରହ୍ମପୁର: ଦୁର୍ଘଟଣାର ଛାତି ଥରା ଦୃଶ୍ୟ । କିଛି ଭୂଲ୍ ନଥାଇ ବି କାର୍ ଧକ୍କାରେ ଆହତ ହୋଇଛନ୍ତି କଲେଜ ଛାତ୍ରୀ । ସିସିଟିଭିରେ କଏଦ ହେଲା ଭୟଙ୍କର ଦୁର୍ଘଟଣାର ଲାଇଭ୍ ଦୃଶ୍ୟ । ଏକାଧିକ କଲେଜ ଛାତ୍ରୀଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଏକ କାର୍ । ଏହି ଦୃଶ୍ୟଟି ହେଉଛି ଗଞ୍ଜାମ ପୁରୁଷୋତ୍ତମପୁର ରାସ୍ତାରେ । ଗତକାଲି ଏହି ଦୁର୍ଘଟଣାଟି ଘଟିଥିବାବେଳେ ଏଥିରେ ତିନି ଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।
Download Argus News App
