କ୍ରୀଡା ଖବର ଆହୁରି ପଢନ୍ତୁ
ପଶ୍ଚିମ ଓଡିଶା ସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅର୍ଗସ ବ୍ୟୁରୋ : ପଶ୍ଚିମ ଓଡିଶା ସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଉଦଘାଟିତ । ବଲାଙ୍ଗିର ପାଟଣାଗଡ଼ କାଦୋପଡ଼ା ରାଜେନ୍ଦ୍ର ଯୁବକ ସଙ୍ଘ ତରଫରୁ ପଶ୍ଚିମ ଓଡିଶା ସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ କାଦୋ କପକୁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଛନ୍ତି । ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ 54ଟି ଦଳ ଭାଗ ନେଇଥିଲେ । ଆସନ୍ତା 25ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ।
Download Argus News App
