ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ମଇଦାନ..
ଖୋର୍ଦ୍ଧା: ନିଆଁରେ ଜଳିଗଲା ସମ୍ପୂର୍ଣ୍ଣ କାଜୁ ଜଂଗଲ । ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ପୁବୁସାହି ଓ ନୂଆଗାଁ ମୌଜାରେ ଥିବା କାଜୁ ଜଂଗଲରେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଜଣାପଡିଛି। ଫଳରେ ପାଖାପାଖି ୨ଶହ କାଜୁ ଓ ପଟାଶ ଗଛ ସମ୍ପୂର୍ଣ୍ଣ ଜଳିଯାଇଥିବା ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି।
ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିନଲା । ସ୍ଥାନୀୟ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି।