ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀଙ୍କୁ ଜେରା କରୁଛି ସିବିଆଇ । ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଚାଲିଛି ଜେରା । ଉଭୟଙ୍କୁ ପାରାଦୀପର ଏକ ଗେଷ୍ଟ ହାଉସ୍ ରେ ଜେରା ଚାଲିଥିବା ନେଇ ସୂଚନା ରହିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ରେଡ୍

କଟକ: ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ଼୍ । ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍ ରେ ସିବିଆଇ ରେଡ୍ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍ ର ଚଢାଉ । କଟକ ଓଡିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ଚଢାଉ । କଟକ ଲିଙ୍କ୍ ରୋଡ୍ ସ୍ଥିତ OSL ଅଫିସ୍ ରେ ଚାଲିଛି ରେଡ୍ । ପାରାଦୀପ ବଡପଡିଆ ସ୍ଥିତ OSL ଅଫିସ୍ ରେ ମଧ୍ୟ ଚାଲିଛି ରେଡ୍ ।
ଭାରତର ଇଏ ଏମିତି ମନ୍ଦିର, ଯେଉଁଠି କୃଷ୍ଣଙ୍କ ହାତରେ ମୂରଲୀ ନାହିଁ

ଅର୍ଗସ୍ ବ୍ୟୁରୋ : ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। କୃଷ୍ଣଙ୍କ କଥା ପରିକଳ୍ପନା କରିବା ମାତ୍ରକେ ମନକୁ କେତୋଟି ଚିତ୍ର ସ୍ବତଃ ଚାଲିଆସେ। କଳା ରଙ୍ଗର ପୁରୁଷାକୃତି ବିଗ୍ରହ। ମଥାରେ ମୟୂର ଚନ୍ଦ୍ରିକା, ହାତରେ ବଶିଂ ଏବଂ ମଥାରେ ତୀଳକ। ଏହା ହିଁ ଭଗବାନ ଲୀଳା ପୁରୁଷୋତ୍ତମଙ୍କ ସ୍ବରୂପ।
କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏମିତି ବିଲକ୍ଷ
Download Argus News App
