ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗଣତନ୍ତ୍ର ଦିବସରେ ଏଥର ଦେଖିବାକୁ ମିଳିବ ଦେଶପ୍ରେମ ଭାବନା ସହ ହକି ଇଣ୍ଡିଆର ଝଲକ । ଏହା ସହ ସଧାରଣତନ୍ତ୍ର ଦିବସ ଉପଲକ୍ଷେ ଏଥର ସ୍ୱତନ୍ତ୍ର ପେରେଡ଼ ସହ ବିଭିନ୍ନ ମନରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା ମଧ୍ୟ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ