ସରକାରୀ ଯୋଜନା ରେ ଦିବ୍ୟାଙ୍ଗ ମାନଙ୍କୁ ସାମିଲ୍ କରାଯାଇ ଅନେକ ସାହଯ୍ୟ ସହଯୋଗ ଯୋଗାଯାଉଥିଲେ ମଧ୍ୟ ଏହି ଯୋଜନା କିଭଳି ସମସ୍ତ ଦିବ୍ୟାଙ୍ଗ ଙ୍କ ନିକଟରେ ପହଞ୍ଚିବା ସହିତ ସେମାନେ ସମାଜ ର ମୁଖ୍ୟସ୍ରୋତର ସାମିଲ୍ ହୋଇ ପାରିବେ ସେ ନେଇ ସମସ୍ତେ ଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦିଆ ଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ