ଏହି ଅବସରରେ ସ୍କୁଲ ପିଲା ଓ ଭାରତ ସ୍କାଉଟ୍ ଓ ଗାଇଡ୍ସମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ଆରପିଏଫର ସଦସ୍ୟଙ୍କ ଦ୍ଵାରା ବାଇକ୍ ସୋ ମଧ୍ୟ କରାଯାଇଥିଲା । ଏଥିସହ ସ୍କୁଲ ପିଲା ଓଲି ସହ ଡ୍ୟାନ୍ସ କରିବା ସହ ହକି କୁ ପ୍ରମୋଟ କରାଯାଇଥିଲା । ଯେଉଁମାନେ ଆଜି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।