ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକର ଦୟାବିହାର ଗ୍ରାମରେ। ରାତି ଅଧରେ ବିନା ସରକାରୀ ଯନ୍ତ୍ରୀ ଓ ଅଧିକାରୀଙ୍କ ଉପସ୍ଥିତରେ ସରକାରଙ୍କର ମେଗା ପାନୀୟ ଜଳର ପ୍ରୋଜେକ୍ଟ କାର୍ଯ୍ୟ କରୁଛନ୍ତି ଠିକାଦାର।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅନୁପସ୍ଥିତରେ ବୋହି ନେଇଗଲେ ହଜାର ହଜାର କୁଇଣ୍ଟାଲର ସିମେଣ୍ଟ । ଖୋଦ୍ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ବଳକା ସିମେଣ୍ଟ ଗୁଡିକୁ ବୋହି ନେଇ ଯାଉଛନ୍ତି ଲୋକେ ।