ପର୍ବପର୍ବାଣି ହେଉ କୌଣସି ଶୁଭ ସମୟ ହେଉ କି ଅଶୁଭ ସମୟ ଗଦି ଛେନା ମୁଡୁକି ନେବା ପାଇଁ ଗ୍ରାହକ ବେଶ ଆଗ୍ରହ ସହ ଅପକ୍ଷା କରିଥାଆନ୍ତି। ଏଥି ନେଇ ସମସ୍ତ ବ୍ୟବସାୟୀଙ୍କ ଦେକାନରେ ବେଶ ଭିଡ଼ ଦେଖିବାକୁ ମିଲଥାଏ । ଗ୍ରାହକ ଅଧିକ ହେଉଥିବାରୁ କମ ରେଟରେ ବିକ୍ରି କରନ୍ତି ବ୍ୟବସାୟୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଛେନା ମୁଡୁକି। ଶୁଣିବାକୁ ଯେତିକି ମିଠା ନା ଟି। ଖାଇବାକୁ ତାଠାରୁ ଅଧିକ ମିଠା। ତେବେ ଅନେକ ସ୍ଥାନରେ ତ ଛେନା ମୁଡୁକି ମିଳେ କିନ୍ତୁ ଆପଣ ଚାନ୍ଦବାଲିର ସୁସାଦୁ ଛେନାମୁଡ଼ୁକି ବିଷୟରେ ଜାଣିଛନ୍ତି ନା ନାହିଁ। ତେବେ ଓଡ଼ିଶା ପ୍ରସିଦ୍ଧ ଛେନା ମୁଡୁକି କହିଲେ ଗଦିର ଛେନା ମୁଡୁକିକୁ ବୁଝାଏ। ଗଦିର ଛେନା ମୁଡୁକି ଖାଇଲେ ତାହା ଅନ୍ୟ ସ୍ଥାନ ଠାରୁ ବେଶ୍ ସ୍ବତନ୍ତ୍ର ଭାବେ ବାରି ହୋଇ ପଡ଼େ। ମୁଡୁକି ସ୍ବତନ୍ତ୍ର ହୋଇଥିବାରୁ ଛେନା ମୁଡୁକି ପାଇଁ ଆବାଳ ବୃଦ୍ଧ ବନିତାଙ୍କ ଭିଡ ଲାଗିଥାଏ। ଏଠାରୁ ପ୍ରାୟ କୁଇଣ୍ଟାଲ କୁଇଣ୍ଟାଲ୍ ପ୍ରସ୍ତୁତି କରାଯାଏ ଛେନା ମୁଡୁକି।
ପର୍ବପର୍ବାଣି ହେଉ କୌଣସି ଶୁଭ ସମୟ ହେଉ କି ଅଶୁଭ ସମୟ ଗଦି ଛେନା ମୁଡୁକି ନେବା ପାଇଁ ଗ୍ରାହକ ବେଶ ଆଗ୍ରହ ସହ ଅପକ୍ଷା କରିଥାଆନ୍ତି। ଏଥି ନେଇ ସମସ୍ତ ବ୍ୟବସାୟୀଙ୍କ ଦେକାନରେ ବେଶ ଭିଡ଼ ଦେଖିବାକୁ ମିଲଥାଏ । ଗ୍ରାହକ ଅଧିକ ହେଉଥିବାରୁ କମ ରେଟରେ ବିକ୍ରି କରନ୍ତି ବ୍ୟବସାୟୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଜାତୀୟ ସୁରକ୍ଷା ସଚେତନତା ଅଭିଯାନ ପକ୍ଷରୁ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଦେଶରେ ଗୋଟିଏ ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର କମଲ ଜିତ୍ ସିଂ, ସୁପ୍ରିମ କୋର୍ଟର ଆଇନଜୀବୀ ଆନନ୍ଦ ମିଶ୍ର, ଏବଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସୁରକ୍ଷା ସଚେତନତାର ଉପ ସଭାପତି ଡକ୍ଟର ମିଥିଲେସ ଝା ବକ୍ତା ଭାବରେ ଯୋଗଦେଇ ସମ୍ପ୍ରତିକ ଦେଶରେ ଆଇନ୍ ବ୍ୟବସ୍ଥାର ତର୍ଜମା କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଦେୱାନି କୋର୍ଟ ପ୍ରଚଳନ ହେବା ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମାଲକାନଗିରି : ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ
ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।
ଅର୍ଗସ ବ୍ୟୁରୋ: ମନ୍ଦିରରୁ ସିରିଜ ଲୁଟ୍ । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ପଞ୍ଚାୟତରେ ଥିବା 3 ଟି ମନ୍ଦିରରୁ ବଲମ୍ବିତ ରାତିରେ ଦୁର୍ବୁତ ମାନେ ସିରିଜ୍ ଲୁଟ କରିଛନ୍ତି । ମା ମଙ୍ଗଳା ମନ୍ଦିର ରୁ ସୁନା ରୂପା , ବାସୁଳୀ ମନ୍ଦିରରୁ ତାଲା ଭଙ୍ଗୀ ଲୁଟ୍ କରିଥିବା ସୂଚନା ,ତାରେଣୀ ମନ୍ଦିର ରୁ ତାଲା ଭଙ୍ଗୀ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଆସବା ପତ୍ର ଲୁଟିନେଇଥିବା ଅଭିଯୋଗ । ଖବରପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୩ଟି ମନ୍ଦିରରୁ ଚୋରି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: