ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଲ୍ଡର। ଆପର୍ଟମେଣ୍ଟ ମାଲିକଙ୍କ ଠାରୁ ଗ୍ରହଣ କରାଯାଇଥିବା ସମସ୍ତ ଅର୍ଥ ନିୟମ ମୁତାବକ ନିଆଯାଇଛି। ପ୍ରୋଜେକ୍ଟ ଅଞ୍ଚଳକୁ ଲାଗି ରହିଥିବା ଖାଲି ଜମିକୁ ବେଆଇନ ଭାବରେ ଦଖଲ କରିବା ପାଇଁ ସେମାନେ ଏହି ମିଥ୍ୟା ଅଭିଯୋଗ କରୁଛନ୍ତି। ଆଜିକୁ ସାଢ଼େ 5 ବର୍ଷ ହେବ ପ୍ରାୟ 100ରୁ ଉର୍ଦ୍ଧ୍ବ ଫ୍ଲାଟ ମାଲିକ ତାଙ୍କର ମେଣ୍ଟେନାନ୍ସ ଚାର୍ଜ ଦେଇନାହାନ୍ତି। ସେମାନଙ୍କ ବିରୋଧରେ ଖୁବ ଶୀଘ୍ର ଆଇନ ଗତ ପଦକ୍ଷେପ ନିଆଯିବ ବୋଲି ବିଲ୍ଡର କହିଛନ୍ତି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ