ଠକେଇ ପଛରେ ବଡ଼ ରାକେଟ୍ ଥିବା ସହ ଅଭିଯୁକ୍ତର ଏକାଧିକ ସହଯୋଗୀ ଥିବା ଅନୁମାନ କରାଯାଉଛି । ଭିଜଲାନ୍ସ ଏସପି ସହ ମାଇନିଂ କର୍ପୋରେସନ, ଡିସିପି ଏବଂ ୱାର୍କ୍ସ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ କହି କରୁଥିଲେ ଟଙ୍କା ଡିମାଣ୍ଡ । ଇଞ୍ଜିନିୟର ଓ କଣ୍ଟ୍ରାକ୍ଟରଙ୍କ ତିଆରି କରିଥିଲା ତାଲିକା । R&B ଡିଭିଜନ ସିନିୟର ଇଞ୍ଜିନିୟର, ରାଇରଙ୍ଗପୁର R&B ର ଏକଜୁକ୍ୟୁଟିଭ୍ ଇଞ୍ଜିନିୟର, PD ଡି ଆର ଡି ଏ ଖୋର୍ଦ୍ଧା, ଡି ସିପିଓ ପୁରୀଙ୍କ ସହ ଅନେକ ଠିକାଦାରକୁ ମାଗିଥିଲେ ଟଙ୍କା ।
ଚାକିରୀ କରେଇ ଦେବି କହି ଜଣେ ଛାତ୍ରଠୁ 15 ଲକ୍ଷ ଠକେଇ କରିଛି । ଘରୁ 3 ଏଏସଓ ଛାତ୍ରଙ୍କ ଆଡମିଟ କାର୍ଡ ମିଳିଛି । ଅଭିଯୁକ୍ତଙ୍କ ବ୍ୟାଙ୍କ ଡିଟେଲସ ଯାଞ୍ଜ କରାଯିବ ବୋଲି ସୂଚନା ରହିଛି । ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟ ଚାଲାଣ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...