ଚେସକୁ ପ୍ରୋତ୍ସାହନ ଦେବାକୁ ଓ ନୂଆ ପ୍ରତିଭାକୁ ଆଗକୁ ଆଣିବା ଲକ୍ଷ୍ୟ । କେ.ଟି. ଗ୍ଲୋବାଲ ସ୍କୁଲ ଓ ଆଆଜି ସ୍ପୋର୍ଟସ ଏକାଡେମୀର ମିଳିତ ପ୍ରୟାସରେ ଏ ଆୟୋଜନ । ଏଥିରେ ରାଜ୍ୟର ଅନେକ ଜାତୀୟସ୍ତରର ଖେଳାଳି ମଧ୍ୟ ଭାଗ ନେଇଛନ୍ତି । ଯାହ ଅନ୍ୟ ପ୍ରତିଯୋଗିଙ୍କ ମନୋବଳ ବଢ଼ାଉଛି ।
ଚେସ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ । ଜିତିବାର ଲକ୍ଷ୍ୟ ଭିତରେ ଶିଖିବାକୁ ଅନେକ କିଛି ଦେଇଛି ଏହି ଟୁର୍ଣ୍ଣାମେଣ୍ଟ ।
ଅଧିକ ପଢ଼ନ୍ତୁ ଖେଳ ଖବର: