ରାସ୍ତାରେ ଗାଡି ସବୁ ଦେଖା ନଜିବାରୁ ଦୁର୍ଘଟଣା ର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କୁହୁଡି ଫଳରେ ଅନେକ ପରିବା ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
କୁହୁଡ଼ିରେ ଛେଣ୍ତିପଦା ଓ କଣିହାଁ ଅସ୍ତବ୍ୟସ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଓ କଣିହାଁ ଅଞ୍ଚଳରେ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ। ଆଜି ଅଦିନିଆ କୁହୁଡ଼ି ପାଇଁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। କୁହୁଡି ଏତେ ମାତ୍ରାରେ ହୋଇଛି ଯେ ଘରୁ ବାହାରିବା କଷ୍ଟକର ହୋଇଛି।
Download Argus News App
