ତେବେ ଧାମନଗର ଉପନିର୍ବାଚନରେ ବିଜେଡି ଶକ୍ତ ଧକ୍କା ଖାଇବା ପରେ ବଦଳିଲା କି ନବୀନଙ୍କ ପ୍ରଚାର ରଣନୀତି। ପଦମପୁର ଉପନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଦଳ କୌଣସି ରିସ୍କ ନନେଇ ନବୀନଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।