ରାଜନୈତିକ ଦଳ ଭିତରେ ମିଶନ ରଖିବା କିଛି ବଡ଼ କଥା ନୁହଁ, ଆମେ 147କୁ ଫୋକସ କରୁଛୁ ବୋଲି ସେ କହିଛନ୍ତି । ଆମର ମିଶନ ହେଉଛି ଦୁଇ ତୃତୀୟାଂଶରେ ସରକାର କରିବା, କହିବାରେ କାହାକୁ ପଇସା ଲାଗୁନି । 2024 ବେଳକୁ କଣ ହେବ ଜାଣିବେ । ବିଜେଡି କଣ କରି ଭୋଟ୍ ପାଇଲେ ସମସ୍ତେ ଜାଣନ୍ତି, ଡିଲ୍ ପରେ ଅଦୃଶ୍ୟମାନ ମୁଖ୍ୟମନ୍ତ୍ରୀ ଦୃଶ୍ୟମାନ ହେଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ରାଜନୀତି ଖବର ଆହୁରି ପଢନ୍ତୁ ।