Headlines 12pm
ଭୁବନେଶ୍ୱର: ଆଜି ଅପରାହ୍ନ ୪ ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ କେଉଁ ବାର୍ତ୍ତା ଦେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବାବେଳେ କରୋନା ସମ୍ପର୍କରେ କିଛି ପରାମର୍ଶ ଦେଇ ପାରନ୍ତି ବୋଲି କୁହାଯାଉଛି ।