2ଟି ଡୋଜ୍ ଭ୍ୟାକ୍ସିନ ନେଇଥିଲେ ଘରକୁ ଯାଇପାରିବେ। 48 ଘଣ୍ଟାରେ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ପଶ୍ଚିମବଙ୍ଗର ସବୁ ବର୍ଡର ରାସ୍ତାରେ ଚେକପୋଷ୍ଟ ହେବ। ଓଡ଼ିଶାକୁ ପଶ୍ଚିମବଙ୍ଗ ବିପଦ। ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଅଧିକ ଭୟଙ୍କର ବୋଲି ସେ କହିଛନ୍ତି।
କରୋନାକୁ ନେଇ ମୁଖ୍ୟ ଶାସନ ସଚିବ ବଡ ଘୋଷଣା, ପଶ୍ଚିମବଙ୍ଗରୁ ଆସିଲେ 14 ଦିନ କ୍ଵାରେଣ୍ଟାଇନ

ଭୁବନେଶ୍ଵର: କରୋନାକୁ ନେଇ ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଆସିଲେ 14 ଦିନ କ୍ବାରେଣ୍ଟାଇନରେ ରହିବେ। ଓଡ଼ିଶା ସୀମାରେ କଡ଼ା ସୁରକ୍ଷା ରହିବ। ଚାହିଁଲେ ପେଡ୍ କ୍ବାରେଣ୍ଟାଇନରେ ରହିପାରିବେ। ବିମାନରେ ଆସିଲେ ବି କ୍ବାରେଣ୍ଟାଇନରେ ରହିବେ। ହୋମ କ୍ବାରେଣ୍ଟାଇନରେ ଯାଇପାରିବେନି।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
