Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ଶେଷ
ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ୮୮ ଆସନ ପାଇଁ ହେବ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୮ ଆସନ ପାଇଁ ହେବ ମତଦାନ । ଭୋଟିଂ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୧୩ଟି ରାଜ୍ୟର ମତଦାତା 1198 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର 88ଟି ଲୋକସଭା ଆସନ ପାଇଁ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ
ବିଚ୍ ରାସ୍ତାରେ ବିଜେଡି ଗୁଣ୍ଡା କରୁଛନ୍ତି ମହିଳାଙ୍କୁ ଅପମାନ୍
ଅର୍ଗସ ବ୍ୟୁରୋ: ନାରାଦିଆ ସରକାରଙ୍କ ଖୋଲୁଛି ଭଦ୍ରମୁଖା । କହୁଛନ୍ତି ସଶକ୍ତିକରଣର କଥା, କରୁଛନ୍ତି ଅସଦାଚରଣ। ନା ପୋଲିସକୁ ମାନୁଛନ୍ତି ନା ପ୍ରଶାସନକୁ ଖାତିର କରୁଛନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ । ଗତ 22 ତାରିଖରେ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ ଜୋନ-2ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରତ୍ନାବତୀ ସାହୁ ଏବଂ ଭଟଲି ନିର୍ବାଚ