ରାସ୍ତା କାମ ପାଇଁ ଗାତ କରି ପାଣି ରଖୁଥିଲେ ଠିକାଦା । କିନ୍ତୁ ରାସ୍ତା କାମ ସରିବା ପରେ ପାଣି ଗାତକୁ ଖୋଲା ଛାଡି ଦେଇଛନ୍ତି । ଯାହାଦ୍ବାରା ଏଭଳି ଅଭାନୀୟ ଘଟଣା ଘଟିଥିବା ସୂଚନା ମିଳିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ ଅଭାବନୀୟ ଘଟଣା । ପାଣି ଗାତ ଖସି ପଡ଼ି ଦୁଇଟି ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁଭଦ୍ରା କମାର ଏବଂ ସୁମୀ ଜାନମ । ଦୁହେଁ ଖେଳୁଥିବା ସମୟରେ ପାଣି ଗାତରେ ଖସି ପଡିଥିବା ଆଶଙ୍କା କରାଯାଉଛି ।
ରାସ୍ତା କାମ ପାଇଁ ଗାତ କରି ପାଣି ରଖୁଥିଲେ ଠିକାଦା । କିନ୍ତୁ ରାସ୍ତା କାମ ସରିବା ପରେ ପାଣି ଗାତକୁ ଖୋଲା ଛାଡି ଦେଇଛନ୍ତି । ଯାହାଦ୍ବାରା ଏଭଳି ଅଭାନୀୟ ଘଟଣା ଘଟିଥିବା ସୂଚନା ମିଳିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।