ଫଳରେ ପାଣିରେ ବୁଡି ଶିଶୁଟିର ମୃତ୍ୟୁ ହୋଇଛି । ସେପଟେ ଶିଶୁଟିର ମାଁ ୯ ମାସର ଗର୍ଭବତି ଥିବା ବେଳେ ପୁଅର ମୃତ୍ୟୁଖବର ଶୁଣି ଭାଙ୍ଗି ପଡିଛନ୍ତି । ଶାରିରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯେଉଁ ମେଡିକାଲରେ ପୁଅର ଶବ ବ୍ୟବଚ୍ଛଦ ପାଇଁ ଭର୍ତ୍ତି କରାଯାଇଛି ସେଠାରେ ଚାଲିଛି ମାଆଙ୍କ ଚିକିତ୍ସା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଇନ୍ଦାଳ ପଞ୍ଚାୟତର ବାରଗୋଡ଼ିଆ ଗାଁରେ ଅଭାବନୀୟ ଘଟଣା

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତର ବାରଗୋଡ଼ିଆ ଗାଁରେ ଅଭାବନୀୟ ଘଟଣା । ବାରଗୋଡ଼ିଆ ହରିଜନ ସାହିରେ ପୋଖରୀରେ ବୁଡ଼ି କୁନି ପୁଅର ମୃତ୍ୟୁ । ଖେଳୁଥିବା ସମୟରେ ବିଲେଇକୁ ଘଉଡେଇବା ବେଳେ ଘର ପଛପଟ ପୋଖରୀରେ ଶିଶୁଟି ପଡି ଯାଇଥିଲା ।
Download Argus News App
