ବାରିପଦାରେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ।
ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା

ଅର୍ଗସ ବ୍ୟୁରୋ : ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା । ମାଛ ମାରି ଫେରିବା ବେଳେ ବୁଡିଗଲା ଡଙ୍ଗା। ଭାସିଗଲା ଜାଲ,କିଳା,ମାଛ ଓ ମେସିନ୍ । କାଳୁପଡା ଏବଂ ଶୋରଣ ନିକଟ ଚିଲିକା ମଝିରେ ଘଟିଛି ଅଘଟଣ। ବୁଡିଯାଇଥିବା ଡଙ୍ଗା ବରଡି ଅଞ୍ଚଳର। ଡଙ୍ଗାରେ ରହିଥିଲେ ୨ଜଣ ମତ୍ସ୍ୟଜିବୀ। ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲେ ୨ ଜଣ ମତ୍ସ୍ୟଜିବୀ । ନିକଟରେ ମାଛ ମାରୁଥିବା କଣାସ ବ୍ଲକ କଉଡୁଖୁଣି ର ରଜକିଶୋର ବେହେରା ପହଁଞ୍ଚି ଉଧାର କରିଛନ୍ତି ।
ତିନୋଟି କମିଟି ଗଠନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ଅର୍ଗସ ବ୍ୟୁରୋ: ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ରହିବ ଭାରତୀୟ ସ୍ଥାପତ୍ୟର ଚିତ୍ରଣ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଭିତରର ସାଜସଜ୍ଜା ଯୋଜନା କରିବା ପାଇଁ ତିନୋଟି କମିଟି ଗଠନ କରିଛି। ଯେଉଁଥିରେ ଭାରତୀୟ ସ୍ଥାପତ୍ୟର ଚିତ୍ରଣ, ଚିତ୍ରକଳା, କାନ୍ଥ କଳା ଏବଂ ଲେଖା ଅନ୍ତର୍ଭୁକ୍ତ ହେବ। ପ୍ରବେଶ ପଥରେ ଏକ ସ୍ୱାକ୍ଷର ପ୍ରତିମୂର୍ତ୍ତି, ଏ
Download Argus News App
