ମାର୍ଚ୍ଚ ୧୨ ତାରିଖରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାରକୀୟ କାଣ୍ଡ ସାରା ରାଜ୍ୟକୁ ଚକିତ କରି ଦେଇଥିଲା । ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ବିଜେପି କର୍ମୀଙ୍କ ଶୋଭାଯାତ୍ରା ଉପରେ ଗାଡି ଚଢାଇ ଦେଇଥିଲେ ।
ହସ୍ପିଟାଲରୁ ବାହାରିବା ପରେ ଗିରଫ ହେଲେ ବାହୁବଳୀ ବିଧାୟକ

ଅର୍ଗସ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କଲା ପୋଲିସ। ହସ୍ପିଟାଲରୁ ବାହାରି ପରେ ଗିରଫ କଲା ପୋଲିସ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କଲା ବାଣପୁର ପୋଲିସ। ଲୋକଙ୍କ ୁପରେ ଗାଡି ମଡାିବା ନେଇ ଗିରଫ କଲା ପୋଲିସ। ବାଣପୁର ବ୍ଳକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡି ମଡାଇଦେିଥିଲେ। ଆଜି ହସ୍ପିଟାଲରୁ ବାହାରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ପ୍ରଶାନ୍ତଙ୍କୁ ଗିରଫ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ। ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପ୍ରଶାନ୍ତ।କୋର୍ଟରେ ହାଜର ପରେ ଜେଲ ଯିବେ ବାହୁବଳୀ ବିଧାୟକ
Download Argus News App
