ଅଭିଯୁକ୍ତ ଲୁଦୁଲୁଦି ଗ୍ରାମର ବବୃବାହାନ ନାୟକ ଦୀର୍ଘବର୍ଷ ହେବ ବବୃବାହାନ ସିକ୍ୟୋର ଲାଇଫ ନାମକ ଏକ ଚିଠି ଫଣ୍ଡ ସଂସ୍ଥା ଖୋଲି ଲୋକମାନଙ୍କୁ ଠକେଇ କରୁଥିଲେ। 2013 ମସିହାର ଏକ ୱାରେଣ୍ଟ ବଳରେ ଗାଙ୍ଗପୁର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...
ଚିଠି ଫଣ୍ଡ ସଂସ୍ଥା ଖୋଲି ଲୋକମାନଙ୍କଠୁ ଲୁଟୁ ଥିଲେ ଟଙ୍କା

ବ୍ରହ୍ମପୁର: ଠକେଇ ଅଭିଯୋଗରେ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ଗିରଫ। ଗଞ୍ଜାମ କାଳିଆଗୁଡା ଗ୍ରାମରୁ ଠକେଇ ଅଭିଯୋଗରେ ଅର୍ଥ ଲଗାଣକାରୀ ସଂସ୍ଥା ମାଲିକକୁ ଗିରଫ କରିଛି ଗାଙ୍ଗପୁର ପୋଲିସ।
Download Argus News App
