ତେବେ 5 ବର୍ଷ ତଳର ଫାଇଲ୍ ଖୋଲି ଏବେ ଘଣ୍ଟାଚକଟା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 2017ରେ ଫିଲ୍ମ ପ୍ରଯୋଜନ ପ୍ରମୋଦ ସ୍ବାଇଁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା । ହେଲେ ମାମଲା ରଫଦଫା ହୋଇ ଯାଇଥିବାରୁ ଏହା ପଛରେ ବଡ଼ ଡିଲ୍ ହୋଇଥିବା ସନ୍ଦେହରେ ପ୍ରମୋଦଙ୍କୁ ଡାକି ପଚରାଉଚୁରା କରୁଛି ଇଡି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।