Janata Darabar...
ଭୁବନେଶ୍ଵର: ବାଣୀବିହାରରେ ଉତ୍ତେଜନା। ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ହଷ୍ଟେଲ ଛାତ୍ର ମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
କ୍ୟାମ୍ପସରେ ବିଜେଡି ଛାତ୍ରନେତା ପ୍ରଚାର କରୁଥିଲେ। ବିଶ୍ୱବିଦ୍ୟାଳର ବିଭିନ୍ନ ଟେଣ୍ଡରକୁ ନେଇ ବିବାଦ ହୋଇଛି।