ଏହାର ମଧ୍ୟରେ ଏହି ଅବିର ପର୍ବରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ । ଏହାହିଁ ମୋର ରାଜ୍ୟବାସୀଙ୍କୁ କାମନା ।
ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ

ଭୁବନେଶ୍ୱର: ଆଜି ପ୍ରେମ ଓ ଭାଇଚାରାର ପର୍ବ ହୋଲି । ଦେଶ, ରାଜ୍ୟ ଲୋକମାନେ ହୋଲି ରଙ୍ଗରେ ରଙ୍ଗିନ୍ ହୋଇ ଉଠିଛି। ଦୀର୍ଘ ଦୁଇ ବର୍ଷ ପରେ ହୋଲି ପର୍ବକୁ ମନଖୋଲି ଧୁମ୍ଧାମରେ ପାଳନ କରୁଛନ୍ତି ଲୋକେ ।
Download Argus News App
