3ଟି ବ୍ଲକର 3ଟି ସାଧାରଣ ସଭାରେ ଯୋଗଦେଇ ବିଜେଡ ସୁପ୍ରିମୋ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାର କାର୍ଯ୍ୟକ୍ରମ ରହିଛି। ପାଇକମାଳ, ଝାରବନ୍ଧ ଓ ପଦମପୁର ସାଧାରଣ ସଭାରେ ନବୀନ ଯୋଗଦେବେ। ଆସନ୍ତା 2ରେ ନବୀନଙ୍କ ପଦମପୁର ଗସ୍ତ ନେଇ ବିଜେଡି ପକ୍ଷରୁ ସୂଚନା ମିଳିଛି।
ରାଜନୀତି ଖବର ଆହୁରି ପଢନ୍ତୁ ।
ଡିସେମ୍ବର 2ରେ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ବରଗଡ: ଧାମନଗର ପରେ ପଦମପୁର ହାତରୁ ଖସିଯିବାର ଭୟ। ଶେଷରେ ପଦମପୁର ଉପନିର୍ବାଚନ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ଆସନ୍ତା ଡିସେମ୍ବର 2ରେ ପଦ୍ମପୁର ଯାଇ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି।
Download Argus News App
