ଦୀପିକାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର।
ଖୁବ୍ ଶୀଘ୍ର ସମଲେଶ୍ୱରୀ ମନ୍ଦିରର ବିକାଶ ହେବ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଗସ୍ତରେ ଯାଇଥିବା ବେଳେ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରଦର୍ଶନ କରିଛନ୍ତି ଏବଂ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ମନ୍ଦିରରା ମା’ଙ୍କ ପୂଜାର୍ଚ୍ଚନା କରିବା ସହ ସମଲେଶ୍ୱରୀ ମନ୍ଦିରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକଚନା କରିଛନ୍ତି । ଏଥିପାଇଁ ଖୁବ୍ ଶୀଘ୍ର ଏକ ଟିମ୍ ପଠାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ହୀରାକୁଦରେ ମଧ୍ୟ ପର୍ଯ୍ୟଟନର ବିକାଶ ପାଇଁ ଓ୍ୱଟର ସ୍ପୋର୍ଟସ ଗାର୍ଡେନ୍ ପ୍ରତିଷ୍ଠା କରାଯିବ । ଏହା ସହ କନ୍ଭେନ୍ସନ୍ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ ।
Download Argus News App
