ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା। ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ରହିଥିଲା। ହିଲ୍ ଷ୍ଟେସନ ଭାବେ ଜି ଉଦୟଗିରିରେ ସର୍ବନିମ୍ନ ୧୦.୪ ଡିଗ୍ରି ରହିଥିଲା।
ପାଣିପାଗ ଖବର ଆହୁରି ପଢନ୍ତୁ ।
ଅର୍ଗସ ବ୍ୟୁରୋ: ଶୀତରେ କମ୍ପୁଛି ଅଧା ଓଡିଶା। ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ରେ ଶୀତର ପ୍ରଭାବ। ଥରୁଛି କନ୍ଧମାଳ, କୋରାପୁଟ। ସକାଳୁ ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ତାପମାତ୍ରା ସାମାନ୍ୟ ବୃଦ୍ଧି। ଆସନ୍ତା 4 ତାରିଖରୁ କମିପାରେ ସାମାନ୍ୟ ଶୀତ।ଚଳିତ ବର୍ଷ ବିଳମ୍ବରେ ଆସଥିଲେ ମଧ୍ୟ ଗଲା ସପ୍ତାହେ ହେବ ଶୀତର ପ୍ରଭାବ ବୃଦ୍ଧି ପାଇଛି।