ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି। କାହାର କିଛି ହୋଇନଥିବାବେଳେ ରାସ୍ତା କାର୍ଯ୍ୟ କିପରି ହେଉଛି ଯେ, ଏମିତି ଭୁସୁଡି ପହୁଛି, ଯାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
୫୦ଫୁଟ ତଳକୁ ଭୁସୁଡି ପଡିଲା ନଦୀବନ୍ଧ

ଅର୍ଗସ ବ୍ୟୁରୋ: କଣାସରେ ଭୁସୁଡିଲା ନଦୀବନ୍ଧ। ଦୟାନଦୀ ବନ୍ଧରେ ୫୦ଫୁଟ ନଦୀ ଭୁତରକୁ ଭୁସୁଡି ପଡିଲା। ଗଡସାହି ଠାରୁ ଗଡିଶାଗୋଦା ନଦୀ ବନ୍ଧ କଣ୍ଟା ବଣିଆ ବୁଲାଣି ନିକଟରେ ଭୁସୁଡିଲା । ରାସ୍ତା କାର୍ଯ୍ୟ ଚାଲିଥିବା ସମୟରେ ବନ୍ଧ ଭୁସୁଡି ପଡିଲା।
Download Argus News App
