ଛାତ୍ର ଜନତା ଦଳର ସଭାପତି ସତ୍ୟ ପ୍ରିୟ ମହାନ୍ତିଙ୍କ ସହ ଶତାଧିକ ଛାତ୍ର ଓ ମହିଳା ରଧାଗୋବିନ୍ଦପୁର ସ୍ଥିତ ସିଦ୍ଧ ମହାବୀର ମନ୍ଦିରରେ ଏକତିତ୍ର ହୋଇ ସାମୁହିକ ଦୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।
ଏହି ଘଟଣାକୁ ଛାତ୍ର ଜନତା ଦଳ ପକ୍ଷରୁ ନିନ୍ଦା କରାଯିବା ସହ ତଦନ୍ତ କରାଯାଇ ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।