ଯାହାକୁ ନେଇ ମଞ୍ଚାସିନ ଅତିଥି ଓ ପ୍ରତିବାଦ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ମଞ୍ଚ ଉପରେ ବଚସା ଓ ଠେଲା ପେଲା ହେବାର ଦେଖିବାକୁ ମିଳିଥିଲା। ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଇ ଦେବାରେ ସରକାର ଆଜି ପର୍ଯ୍ୟନ୍ତ ବିଫଳ ବୋଲି ଉକ୍ତ ସଭାରେ ଚାଷୀଙ୍କ ସଂଖ୍ୟା ଏବେ ଅସନ୍ତୋଷରୁ ସ୍ପଷ୍ଟ ବାରି ହୋଇଯାଇଥିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।