ଗତ ମାସ 24 ତାରିଖ ଦିନ ନୂଆ ଦିଲୀରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଏହି ସମାନ ଜନକ ରାଷ୍ଟ୍ରୀୟ ବାଲ ପୁରସ୍କାର ଗ୍ରହଣ କରିଥିଲେ ସମ୍ଭବ ମିଶ୍ର। ପୂର୍ବରୁ କେନ୍ଦ୍ର ସରକାର ଙ୍କ 6 ଟି ବଡ଼ ଯୋଜନା କୁ ନେଇ ଏକ ବହି ଲେଖିଥିଲେ ସେ । ଯାହାର ନାମ ବିଜୟୀ ଭଵ ଭାରତ ରହିଥିଲା। ଏଥିପାଇଁ ଅନେକ ପ୍ରଶଂସା ଓ ଶୁଭେଚ୍ଛା ପାଇଥିଲେ ସମ୍ଭବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।