ଆଉ ଗୋଟିଏ କଥା ବଡ ଦୁଃଖ ଦାୟକ ଘଟଣା ଶିଳ୍ପ କାରଖାନା ରେ ନିଯୁକ୍ତି ପାଇଁ କଲିକତା ଠାରେ ଇଣ୍ଟର୍ଭୁ କରିବା ପାଇଁ ଡାକି ସେଠାରେ ଓଡ଼ିଆ ଯୁବକ ମାନଙ୍କୁ ମାଡ ମାରି ସେମାନଙ୍କ କାଗଜ ପତ୍ରକୁ ଚିରି ଦେଇଥିଲେ ଏସବୁ ଯୁବକ କଂଗ୍ରେସ ଘୋର ନିନ୍ଦା କରିବା ଶବ ଦୃଢ଼ ପ୍ରତିବାଦ କରୁଛି ବୋଲି କହିଥିଲେ।ଏଠି କେବଳ ୧୪ ଟି କାରଖାନା ରେ ୩୩ ବର୍ଷ କାଳ ଶାସନ ଭିତରେ କେବଳ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ବର୍ତ୍ତମାନ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇଙ୍କ ଈଶାରାରେ ଚାଲନ୍ତି ସିଏ କେବଳ ଅଣ ଓଡ଼ିଆ ମାନଙ୍କୁ ନିଯୁକ୍ତି ଦେଉଛନ୍ତି ସ୍ଥାନୀୟ ସୁକିନ୍ଦା ବାସୀଙ୍କୁ ନିଯୁକ୍ତି ଦେଉ ନାହାନ୍ତି ମନ୍ତ୍ରୀ। କେବଳ ନିଯୁକ୍ତି ଦେଉଛନ୍ତି ଝୁଡି ମୁଣ୍ଡେଇବା ଝାଡୁ ମାରିବା ମାଟି ମୁଣ୍ଡେଇବା ଏସବୁ କାମ ଦେଉଛନ୍ତି ଏହି ଦୁଇ ମନ୍ତ୍ରୀ ଦୁଇଜଣ।
ଅଧିକ ପଢ଼ନ୍ତୁ ଓଡିଶା ଖବର: