ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରଛି। ଏଥିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି।
ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବିରୋଧରେ କଂଗ୍ରେସର ବିଶାଳ ରାଲି

ଭୁବନେଶ୍ୱର: ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବିରୋଧରେ କଂଗ୍ରେସର ବିଶାଳ ରାଲି । ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ବେଆଇନ ଭାବେ ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଓ ଜମି ନିର୍ଦ୍ଧାରିତ ମୂଲ୍ୟ ଉପରେ ୦.୫% ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଆଜି କଂଗ୍ରେସ ତରଫରୁ ପୁରୁଣା ଭୂବନେଶ୍ୱର ସ୍ଥିତ ମାଉସୀ ମା ମନ୍ଦିର ଠାରୁ ଏକ ବିଶାଳ ରାଲି ବାହାରି ଭୂବନେଶ୍ବର ମହାନଗରନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି ।
Download Argus News App
