ଏକ ଛୋଟ ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି । କିନ୍ତୁ ଏଯାଏ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ପୋଲିସ ଗିରଫ କରିପାରୁ ନଥିବା ସେ କହିଛନ୍ତି । ସେପଟେ ସିଶୋର ଚିଟଫଣ୍ଡ ସହ ତାଙ୍କର କଣ ସମ୍ପର୍କ ରହିଛି ସେନେଇ ମଧ୍ୟ ଖୁଲାସା କରିବାକୁ ଦାବି କରିଛି କଂଗ୍ରେସ । ଦିନକୁ ଦିନ ମାନସ ହତ୍ୟାକାଣ୍ଡ ମାମଲା ଘନିଭୂତ ହେବାରେ ଲାଗିଛି।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ମମିତା ପ୍ରସଙ୍ଗ ସହ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ।
Download Argus News App
